|
ମନୁଷ୍ୟ ମାନଙକ ପରସ୍ପର
ମଧ୍ୟରେ ଅନେକପ୍ରକାରରଯୋଗାଯୋଗହୋଇଥାଏ,
ଯାହା
ମଧ୍ୟରେ ଦୃଶ୍ୟ ଶ୍ରାବ୍ୟ ଏକ ପ୍ରାଥମିକ ପବ୍ଦତି ଅଟେ।ବର୍ତ୍ତମାନ
ମାନବ ଯନ୍ତ୍ରର
ସମ୍ପର୍କରେ ପ୍ରଦାନ ମାଧ୍ୟମ ମାନବର ସୁବିଧା
ଅପେକ୍ଷା ଯନ୍ତ୍ରର ସୁବିଧା ଉପରେ ଅଧିକ ନିର୍ଭର ଅଟେ।ମାଉସ
ଓ କି-ବୋର୍ଡ
ପ୍ରାଥମିକ ଇନ୍ପୁଟ ଡିଭାଇସ୍ହୋଇଥିଲା ବେଳେ ଭିଜୁଆଲ ପ୍ରଦର୍ଶ ଏକକ ପ୍ରାଥମିକ
ଆଉଟପୁଟ ଡିଭାଇସ୍ ଅଟେ।ଏହି
ପାରସ୍ପରିକ ସଂଯୋଗର ବ୍ୟବହାର ପାଇଁ ବିଶେଷ ଦକ୍ଷତା ଓ ମାନସିକ ଚିନ୍ତାଶକ୍ତି
ଦରକାର,
ଯେଉଁଥିରେ
କି ଅନେକ ଲୋକସମ୍ପନ ହୋଇନାହାନ୍ତି।
ଏହି
ଯନ୍ତ୍ର କେଦ୍ରିକ ସଂଚାର ବ୍ୟବସ୍ଛାକୁ ମାନବ କେଦ୍ରିକ ପାରସ୍ପରିକ ସଂଯୋଗରେ
ପରିବର୍ତ୍ତନ କରିବା ଆବଶ୍ୟକ ହୋଇପଡିଛି।
ତାହାହେଲେ
ସମସ୍ତେ ସଂଗଣକର ଉପଯୋଗିତା ରୁ ସଭାନ୍ବିତ ହୋଇପାରିବେ।
ଯଦିଓ
ଦୃଶ୍ୟମାଧ୍ୟମ ସୂଚନା ଆହାରଣ କରିବାରେ ସବୁଠୁ ପ୍ରକୃଷ୍ଟ ମାଧ୍ୟମ ଅଟେ
କିନ୍ତୁବାକ୍ମାଧ୍ୟମ ସବୁଠାରୁ ପସନ୍ଦଯୋଗ୍ୟ ଓ ସହଜ ଅଟେ।
ସଂଗଣକ
ତଥା ଦୂରସଂଚାରପ୍ରଣାଳୀର ସମାହାର ଯୋଗୁଁ ଶାବ୍ଦିକ ବ୍ୟବହାର ଆଜି
ସବୁଠାରୁ ଶକ୍ତିଶାଳୀ ହୋଇପାରିଛି ,ଯାହାର
ସହାୟତାରେ ଲୋକମାନେ କୌଣସି ଦୂର ସ୍ଛାନ ରେ ଥିବା କମ୍ପୁଟରରେ ସୂଚନା ପ୍ରାପ୍ତ
କରି
ପାରୁଛନ୍ତି।
ଶବ୍ଦଗତ
ବ୍ୟବହାର ରେ ପ୍ରକୃତ ସହଜାତ ଭାଷା ଅଟେ।ଏହି
କାରଣ ଯୋଗୁଁ ସୂଚନାପ୍ରଯୁକ୍ତି କ୍ଷେତ୍ରରେ ବିଜ୍ଞାନର
ମହତ୍ତବଢିଯାଇଛି।ଏଥିପାଇଁ
କମ୍ପୁୟଟରରେ ମାନବ କେନ୍ଦିକ ପାରସ୍ପରିକ ସଂଯୋଗହିଁ ଆଜିରଆବଶ୍ୟକତା ହୋଇଯାଇଛି।
ମନୁଷ୍ୟ
ଏକ ଅନନ୍ୟ ବିଶେଷଣ ସଂପନ୍ନ ଭାଷା ଯାହା ସହାୟତାରେ ସେ ଚିନ୍ତନ ତଥ୍ୟବିଚାରକୁ
ଅନାୟସଭାବେ ପରସ୍ପର ମଧ୍ୟରେ ଆଦାନ ପ୍ରଦାନ କରିପାରାଛନ୍ତି।
ସୂଚନା
ପ୍ରଯୁକ୍ତି ବିଭାଗ କୌଣସି ପ୍ରକାରର ଭାଷାଗତ ଅବରୋଧ ବିନା ମାନବ-ଯନ୍ତ୍ର
ସମ୍ପର୍କରେ ସୁବିଧା ପ୍ରଦାନ କରିବା ପାଇଁ ସୂଚନା ସଂଶୋଧନ କୌଶଲ ଗୁଡିକର ବିକାଶ
ପାଇଁ ,ବହୁଭାଷୀ
ଜ୍ଜ୍ଞାନ ସମ୍ବଳର ନିର୍ମାଣ ଏବଂ ଅଭିନବ ବ୍ୟବହାର୍ଯ୍ୟ ସାମଗ୍ରୀ ଓସେବାର ଏକକରଣ
କରିବା ଉବ୍ଦେଶ୍ୟରେ TDIL(ଭାରତୀୟ
ଭାଷା ଗୁଡିକ ପାଇଁ ପ୍ରଦ୍ୟୋଗିକ ବିକାଶ)କାର୍ଯ୍ୟକ୍ରମ ଆରମ୍ବ କରିଛି
।କର୍ପୋରା
ତଥା ଶଦ୍ଦକୋଷ ଭଳି ଭାଷା ବିଜ୍ଞାନ ସଂଶୋଧନ ଗୁଡିକର ବିକାଶ ,ତଥା
ଫଣ୍ଟ,ପାଠ
ସଂପାଦକ ବନାନ ସଂଶୋଧକ ଓ.ସି.ଆର୍ ଏବଂ ପାଠରୁ ବାକ ଭଳି ମୌଳିକ ସୂଚନା ସଂଶୋଧକ
ସାଦନ ଗୁଡିକରେ ବିକାଶ ଭଳି ପରିଯୋଜନା ପାଇଁ ଧନରାଶି ଉପଲ୍ ବଧ କରାଯାଇଛି ।ଏଥିପାଇଁ
ମାନଦଣ୍ତ ମଧ୍ୟ ପ୍ରସ୍ତୁତ କରାଯାଇଛି ।
ଭାରତୀୟ
ଭାଷା ପ୍ରଯୁକ୍ତିର ଉପ୍ବାଦକ ତଥା ସେବା ଗୁଡିକର ବିକାଶ ପାଇଁ ଦେଶର ବିଭିନ୍ନ
ସ୍ଛାନରେ ଯଥା
ବେସରକାରୀ,
ସାର୍ବଜନିକ
ଓ ସରକାରୀ ସ୍ତରରେ ଅନେକ ଉଦ୍ୟମ
କରାଯାଇଛି ।ସମ୍ବଳ
କେନ୍ଦ ତଥା କଏଲ୍ ନେଟ କେନ୍ଦ ମାନଙକ ଦ୍ବାରା ବିକଶିତ ଭାଷା ପ୍ରଯୁକ୍ତି ତଥା ସାଧନ
ଗୁଡିକୁ ଯଥାଶିଘ୍ର ପ୍ରୟୋଗ କରିବା ଆବଶ୍ୟକ ଅଟେ ।ଯାହାଦ୍ବାରା
ସେଗୁଡିକର ଉପଯୋଗିତା ବିଷୟରେ ପ୍ରତିକ୍ରିୟା ମିଲିପାରିବ ଓ ସେଗୁଡିକ ଉପ୍ବାଦନ
ପାଇଁ ଉପଲବଧ କରାଯାଇପାରିବ ।ଅନୁସନ୍ଧାନର
ଓ ବିକାଶର ପ୍ରଭାବ ସମଗ୍ର ସମାଜରେ ପଡିବା ଦରକାର ।ଏହାର
ତାପର୍ଯୟ ଯେ ଅନୁସନ୍ଧାନ ର ପ୍ରୟାସ ଗୁଡିକୁ ପ୍ରୟୋଗଶାଲା ମଧ୍ୟରେ ସିମୀତ ନରଖି
ଏହାର ନିୟୋଜନ ଯଥାଶିଘ୍ର ହେବା ଉଚିତ୍,ଯାହା
ଉପରେ ଅନ୍ତତଃ ଉପଭୋକ୍ତାର ପ୍ରତିକ୍ରିୟା ଓ ଅନୁଭବ କୁ ପରିଶୋଧନ କରାଯାଇପାରିବ
।ସରକାର
ଆସନ୍ତା ଏକ ବର୍ଷ ମଧ୍ୟରେ ନିମ୍ନଲିଖିତ ଉପ୍ବାଦଜାତ ଭାଷା ବ୍ୟବହାର ଦ୍ବାରା
ମାନବ-ଯନ୍ତ୍ର ଆଦାନ ପ୍ରଦାନ କୁ ସମନିତ କରିବାରେ ମାନବ ଭାଷା ପ୍ରଯୁକ୍ତିର ଅନେକ
ଦିଗ
ସାମିଲ ଅଚିନ୍ତା ଯଥା ବାକ ସଂକୋଚନ ,ବାକ ଓଳଗା
ପରିଚୟ ଓ ବୋଧନ ଯାନ୍ତ୍ରିକ ଅନୁବାଦ ପାଠ ସୃଜନ ,ବାକ ଓ ପ୍ରତିଳିଖନ ସଂଶ୍ଲେଷଣ
ଯନ୍ତ୍ର ସହିତ ସମ୍ପର୍କ ସ୍ଛାପନ କରିବା ପାଇଁ ଭାଷାର ଦୁଇଟି ଯାକ ରୂପ ସହିତ
ଲିଖିତ ସମନୟ କରନ୍ତୁ।
କମ୍ପୁଟର ରେ ଭାରତୀୟ ଭାଷା ମାନଙକ ଉପରେ କାଅଯ୍ୟ କରିବାରେ
ସୁବିଧା ଗତ ଦୁଇ ଦଶକ ହେଲା ଉପଲବ୍ଧ କରାଯାଇଆସୁଛି,
ଯେଉଁଥିରେ
ବିଭିନ୍ନ ପ୍ରକାରର କାର୍ଯ୍ୟ ଯଥା ଡାଟା/ଦତ୍ତ
ବିଷୟ ସଂଶୋଧନ,
ଶଦ୍ଦସଂଶୋଧକ,
ଡେସ୍କଟପ
ପ୍ରକାଶନ ଆଦି ବିଭିନ୍ନ ପ୍ରକାରର କାର୍ଯ୍ୟକୁ ସଫଳତାର ସହିତ ବିଭିନ୍ନ ପ୍ଲାଟଫର୍ମ
ଓଅପରେଟିଗଂ ସିଷ୍ଟମରେ ଉପଯୋଗିତା କରାଯାଉଅଛି।ତଥା
ସମାଧାନ ସର୍ବଜନିକ ଭାବେ ଉପଲବ୍ଧ କରାଇବା ପାଇଁ ପ୍ରସ୍ତୁତ।
ସମସ୍ତ
ଭାରତୀୟ ଭାଷା ଗୁଡିକରେ ନିଶୁକ୍ଲଫଣ୍ଟ (ଟିଟିଏଫଓଓଟିଏଫ)
ଏବଂଶଦ୍ଦସଂସାଧକ
।
ପ୍ରଥମ
ସୋପାନରେ ସାର୍ବଜନିକ ସ୍ତରରେ ନିଶୁକ୍ଲରେ
ଉପଲବ୍ଧ
କରାଇବା ଉଦ୍ଦେଶ୍ୟରେ ତାମିଲ,
ହିନ୍ଧୀ
ଓ ତେଲଗୁ ପାଇଁ ଲୋକପ୍ରିୟ ଟ୍ରଟାଇପଫନ୍ଟସ୍(ଟିଟିଏଫ)
ର
ଚୟନ,
ପ୍ରକାଶନ
ଓ ଉଦ୍ୟୋଗ ସହିତ ବିଚାର ବିମର୍ଶ କରାଯାଇଛି।
ଵଣ୍ତୋଜ
95/ଵଣ୍ତୋଜ98/ଵଣ୍ତୋଜ
ଏନ୍ଟି ପ୍ଲାଟ
ଫର୍ମ ଭଲି ପ୍ରଣାଲୀ
ଗୁଡିକ ଉପରେ ଟିଟି ଏଫଫଣ୍ଟର ପ୍ରଯୋଗ ବ୍ୟାପକ ସ୍ତରରେ ହୋଇଛି।
ଵଣ୍ତୋଜ2000/ଏକ୍ସପି/2003ତଥା
ଲିନକ୍ସ ପ୍ଲାଟଫର୍ମ ଗୁଡିକ
ଉପରେ ଓଟିଏଫ(ଓପନ୍ଟାଇପଫଣ୍ଟ)
ପ୍ରଯୋଗ
କରାଯାଉଅଛି।
ଏହା
ୟେପ୍ରକାରର ପ୍ରଥମ ପ୍ରୟାସ ଅଟେ ଓ ଶଦ୍ଦସଂସାଧକ
(ବର୍ତ୍ତମାନଓନବ୍ୟନୂତନ)
ଏହି
ଫଣ୍ଟ ଗୁଡିକର ପ୍ରଯୋଗ କରିପାରିବେ।
ଏହା
ଦ୍ବାରା ତାମିଲନେଟ/ତାମିଲ99ଓଡାଟା ଏଣ୍ଟିପାଇଁ,
ଟାଇପରାଇଟ
ରେ କିବୋର୍ଡଗୁଡିକର ବ୍ୟବହାର ପାଇଁ ଅଧିକ ଫଣ୍ଟ ଉପଲବ୍ଧ ହୋଇପାରିବ।
ସୂଚନା
ଆହରଣ ପିନଃରକ୍ଷଣ,
ଡିଜିଟାଇଜେସନ
ପାଇଁ
ସମସ୍ତ ଭାଷା ଗୁଡିକର ଅପ୍ଟିକାଲକ୍ୟାରକ୍ଟର ରେକଗନିସନ
(ଓସିଆର)
ସ୍କାନ
କରାଯାଇଥିବା ପ୍ରତିଛବିକୁ(ସ୍କାନଦ୍ବାରାଛପାଯାଇଥିବାପୃଷ୍ଠାରପ୍ରତିଛବି)
ସଂପାଦନ
ଯୋଗ୍ୟ ପାଠରେ ପରିବର୍ତ୍ତନ କରିବାରେ ଓସିଆର୍ସମ୍ବବକରାଏ,
ଯାହା
ଫଳରେ ଏହା ଅନ୍ୟାନ୍ୟ କାର୍ଯ୍ୟରେ ବିନିଯୋଗ କରାଯାଇପାରେ ଓ ଏହାର ସଂଶୋଧନ
କରାଯାଇପାରେ।
ସୁଦ୍ରଣଉଦ୍ୟୋଗ
ହେଉଛି ସବୁଠାରୁ ବଡଲାଭକର୍ତ୍ତା ଯିଏ ଏହି ସଫ୍ଟଓୟାର କୁ ପୁନଃ ପ୍ରୟୋଜନା ଓ
ନୂତନସଂସ୍କରଣକୁ ଆଣିପାରିବ।
ବାକ-ଇଜ୍ଞିନର
ପ୍ରୟୋଗ କରାଯାଇ ପାରିବ।
ପାଠରେ
ବାଣୀର ପ୍ରୟୋଗ,
ଇଣ୍ଟରନେଟ
ରୁ ସୂଚନା ପ୍ରାପ୍ତକରିବା ଭଳି ଦୃଷ୍ଟିହୀନ ବ୍ୟକ୍ତି
ମାନଙକୁପାଠପଢାଇ,
ଶୁଣାଇବା
ପାଇଁ ଉପଯୋଗ କରାଯାଇପାରିବ।
ଭାରତୀୟ
ଭାଷା ଗୁଡିକ
ପାଇଁ ଇଣ୍ଟରନେଟର ସୁବିଧା ସାଧନ,ଯେଭଲିକି
ବ୍ରାଉଜର,ଖୋଜ
ଇଜ୍ଞିନ ତଥା ଇମେଲ।
ଏମାନଙକ
ଦ୍ବାରା ଭାରତୀୟ ଭାଷା
ଗୁଡିକ
ରେଇ-ମେଲ
ପଠା ଥିବା ସମ୍ବବ ହୋଇପାରିବ ଓ ଖୋଜ ଇଜ୍ଞିନ ଦ୍ବାରା ଅନ୍ୟ ଭାରତୀୟ
ଭାଷା ଗୁଡିକରେ
ସୂଚନା ଖୋଜିବା ରେ ସହାୟତା ଉପଲବ୍ଧ କରାଇବା ସହିତ ଯେକୌଣସି ଏକ ଭାରତୀୟ ଭାଷାରେ
ଅନୁସନ୍ଦାନ ମଧ୍ୟ ଉପଲବ୍ଧ କରାଇବା ।
ଭାରତୀୟ ଭାଷ।
ତଥଆ
ଇଂରାଜୀ ମଧ୍ୟରେ ଅନ୍ ଲାଇନ୍ ସେବା ସାଧନ ।
ଏହା
ଦ୍ବାରା ଲୋକମାନଙକୁ ଇଂରେଜୀ ଯେକୌଣସି ଭାରତୀୟ ଭାଷାରେ ଉପଲବ୍ଧ କୌଣସି
ସୂଚନା ସାମଗ୍ରୀର ଅନୁବାଦ
ନିଜ ପସନ୍ଦ ଯୋଗ୍ୟ ଲିଖିତ ଭାରତୀୟ ଭାଷାରେ କରିବାରେ ସହାୟତା ପ୍ରାପ୍ତ ହେବ
।ଉପ୍ବାଦ/ସେବା
ଆଦି ଟିଡିଆଇଏଲ୍ ଡାଟା କେନ୍ଦ୍ରଦ୍ବାରାଅନ୍ ଲାଇନ୍ ସହାୟତା ଡେସ୍କ ସହିତ ଉପଲବ୍ଧ କରାଯାଉଅଛି
।
ନିମ୍ନଲିଖିତ ମଧ୍ୟମ ମାନଙକ
ଦ୍ବାରା ଅନୁସନ୍ଧାନ ,ଉପ୍ବଦନ,ନିୟୋଜନ
ତଥା ସହାୟତାକୁ ବଢାଇବା ପାଇଁ ଟିଡିଆଇଏଲ୍(ଭାଷା ପ୍ରଦ୍ୟୋଗିକ ବିତରମ
ଚ୍ୟାନେଲ)ର ଏକ ଉଦ୍ଧେଶ୍ୟ ଓ ସମୟ ବଦ୍ଧ କାର୍ଯ୍ୟ ର ଯୋଜନା ଅଟେ ।
ଉପ୍ବଜ
ପ୍ରସ୍ତୁତ କରମ ପାଇଁ
ପ୍ରଯୁକ୍ତି ବିଦ୍ୟା ରେ ଅଭିବୃଦ୍ଧି ଓ ପରିଶୋଧନ
ଆବଶ୍ୟକୀୟ
ନୂତନ ପ୍ରଯୁକ୍ତି ବିଦ୍ୟା ର ବିକାଶ
ଉପରୋକ୍ତ
କାର୍ଯ୍ୟ ସମ୍ପାଦନ କରିବା ପାଇଁ ନିମ୍ନଲିଖିତ ପଦକ୍ଷେପ ମାନ ନିଆଯାଉଛି
।
Ø
ଟିଡିଆଇଏଲ୍
ଡାଟା କେନ୍ଦ୍ର ମାନଙକ ମାଧ୍ୟମରେ
ଭାରତୀୟ ଭାଷା ପ୍ରଯୁକ୍ତି ବିଦ୍ୟା ତଥା ଉପକରଣ ଗୁଡିକର ଚରଣ ବଦ୍ଦ ବିତରଣ
।
Ø
ବିକଶିତ
ଉପକରଣ ,ପ୍ରଦ୍ୟୋଗିକ,ଉପ୍ବାଦ
ଓ ସେବା ଆଦିର ଉପାର୍ଜନ ।
Ø
ଭାଷା
ପ୍ରଯୁକ୍ତି କ୍ଷେତ୍ରରେ
ସରକାରଙକ ପ୍ରୟାସ
ସମ୍ବନ୍ଧରେ ଲୋକମାନଙକ ଅବଗତ
କରାଇବା ଏବଂ ଉପଲବ୍ଧ ଉପକରଣ ଓ ପ୍ରଯୁକ୍ତି ବିଦ୍ୟା ଙକ ଦ୍ବାରା
ପ୍ରଚାର ଓ ପ୍ରସାର ।
Ø
ବ୍ୟବହାରଙକୁ
ଉପକରଣ ,ଉପ୍ବାଦ
ଓ ଅନ୍ୟାନ୍ୟ ସୁବିଧା ମାନଙକୁ ନିଶୁକ୍ଲ ଭାବରେ ଡାଉନଲୋଡ କରିବାର ସୁବିଧା ପ୍ରଦାନ
କରିବା ।
Ø
ଭାଷା
ପ୍ରଦ୍ୟୋଗିକ ରେ ସାର୍ବଜନିକ -ବ୍ୟକ୍ତିଗତ ଭାଗିଦାରି କୁ ବଢାଇବା ।
Ø
ବିଶିଷ୍ଟ
ପ୍ରୟୋଗ କ୍ଷେତ୍ରମାନଙକ ମିଶନ ଆରମ୍ବ କରିବା ।
|